Jump to content

ଜିନ୍ ଉଦ୍ଧାରଣ

ଉଇକିଅଭିଧାନ‌ରୁ

ଜିନ୍ ଉଦ୍ଧାରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁସଲମାନ ରାଜାଙ୍କ ଅମଳରେ ପ୍ରଦତ୍ତ ଲାଖରାଜି ବୃତ୍ତିବିଶେଷ — A class of revenue-free tenure created during the Mahomedan rule.

[ଦ୍ରଷ୍ଟବ୍ୟ —ସମ୍ଭବତଃ ରାଜପରିବାରରେ କାହାକୁ ଲାଗିଥିବା ଜିନ୍ ବା ଭୂତକୁ ଛଡ଼ାଇଥିବା ଯୋଗୁଁ ଗୁଣିଆକୁ ପୁରସ୍କାର ସ୍ୱରୂପ ଏ ଜମି ଦିଆ ଯାଇଥିଲା]