ଜିଭଅଗରେ ଥିବା
ଦେଖଣା
ଜିଭଅଗରେ ଥିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜିଭଅଗରେ ଥିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. (କୌଣସି ବିଷୟ ବା ଗ୍ରନ୍ଥ)— କୌଣସି ବ୍ୟକ୍ତିର ଉତ୍ତମରୂପେ କଣ୍ଠସ୍ଥ ହୋଇଥିବା —୧. (a matter) To have been fully mastered or committed to memory (so as to be recited whenever required) to be at the tip of one's tongue.
(ଯଥା—ସେ ବହିଟାଯାକ ମୋ ଜିଭ ଅଗରେ ଅଛି)
- ୨. (କୌଣସି ବିଷୟ ବା ନାମ)—ଖୁବ ଜଣା ଥାଇ ସୁଦ୍ଧା କଥା ପଡ଼ିଲା ବେଳେ ସ୍କୃତିପଥରେ ନ ପଡ଼ିବା ବା ନ ପଇଟିବା —୨. (a matter or a name) To be very familiar toa person but which he is unable to recall when it is required to be mentioned.
(ଯଥା—ଅମୁକ ଲୋକର ନାମ ମୋ ଜିଭ ଅଗରେ ଅଛି, କିନ୍ତୁ ବର୍ତ୍ତମାନ ପଇଟୁ ନାହିଁ)