Jump to content

ଜିଭଛେଲା

ଉଇକିଅଭିଧାନ‌ରୁ

ଜିଭଛେଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଜିଭଚିରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ସରୁ ଧାତୁର ପାତିଆଦ୍ୱାରା ଦାନ୍ତ ଘଷିବା ସମୟରେ ଜିଭରୁ ଛତିଆ ତାଞ୍ଚି ବାହାର କାରଯାଏ —୧. Tongue-scraper.
୨. ଦାନ୍ତକାଠିର ଫାଳ ବା ସରୁପାତିଆ ବା ଜିଭ ଛେଲାଦ୍ୱାରା ଜିଭରୁ ଛତିଆ ସଫା କରିବା କର୍ମ —୨. Scraping off of the dirt from the tongur.