Jump to content

ଜିଭ କାମୁଡ଼ିବା

ଉଇକିଅଭିଧାନ‌ରୁ

ଜିଭ କାମୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅଜାଣତରେ ଜିଭର ଅଗକୁ ଦାନ୍ତରେ କ୍ଷତ କରିବା —୧. To bite the tip of the tongue unintentionally with the teeth.
୨. ଲକ୍କା ବା ବିସ୍ମୟରେ କିଂକର୍ତ୍ତବ୍ୟବିମୂଢ଼ ବା ମ୍ରିୟମାଣ ହେବା —୨. To bite one's tongue as a sign of shame or astonishment.