ଜିଭ ଲଡ଼ବଡ଼ିଆ
ଦେଖଣା
ଜିଭ ଲଡ଼ବଡ଼ିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜିଭ ଲଡ଼ବଡ଼ିଆ
|
(ଜିଭ ଲୁଡ଼ୁବୁଡ଼ିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା](ଜିଭ ଲଡ଼ବଡ଼ୀ, ଜିଭ ଲଡ଼ବଡ଼େଈ—ସ୍ତ୍ରୀ ଲିଙ୍ଗ)
ଦେଶଜ - ବିଶେଷ୍ୟ - ପୁଂ. ଓ ସ୍ତ୍ରୀ
[ସମ୍ପାଦନା]ପେଟୁପଣ — Gluttony.
ଦେଶଜ - ବିଶେଷଣ -
[ସମ୍ପାଦନା]ଖାଦ୍ୟ ପ୍ରତି ଲୋଲୁପ ବା ଲାଳାୟିତ —Hankering after dainty food; gluttonous.