Jump to content

ଜିଭ ଲଡ଼ବଡ଼ ହେବା

ଉଇକିଅଭିଧାନ‌ରୁ

ଜିଭ ଲଡ଼ବଡ଼ ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଗୋପନୀୟ ବିଷୟ ପ୍ରକାଶ କରିବା ନିମନ୍ତେ ଅଥୟ ହେବା —୧. Being impatient to divulge or speak out a secret or a forbidden thing.
୨. କୌଣସି ପଦାର୍ଥ ଖାଇବା ନିମନ୍ତେ ଅତ୍ୟନ୍ତ ଲୋଲୁପ ବା ଲାଳାୟିତ ହେବା —୨. Hankering after a dainty food.