Jump to content

ଜିମା ନେବା

ଉଇକିଅଭିଧାନ‌ରୁ

ଜିମା ନେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପଦାର୍ଥକୁ ଆପଣା ଅଧିକାର ବା ଦାୟିତ୍ୱରେ ରଖିବାକୁ ନେବା — ୧. To take a thing into one's custody or charge.
୨. କୌଣସି ବିଷୟର ଦାୟିତ୍ୱ ଗ୍ରହଣ କରିବା — ୨. To take upon one's self the responsibility for a matter.