ଜିମିଖାଡ଼ି
ତୋଡ଼ୀ ଜାତୀୟ କ୍ଷୁଦ୍ର ମତ୍ସ୍ୟବିଶେଷ; ଜିମେଇ — A kind of small fresh-water-fish.
[ ଦ୍ର—ଏମାନେ ମଧୁର ପାଣିରେ ରହନ୍ତ ଏମାନଙ୍କ ଦେହ ୪/୫: ଆଙ୍ଗୁଳ ଲମ୍ୱ, ଦେହରେ ଛୋଟ ଛୋଟ କାତି ଥାଏ ଓ ଦୁଇ କଡ଼ ପାଖେ ଦୁଇଟି ଲମ୍ୱ ନୀଳ ବା କଳା ଡୋରି (ରେଖା) ଥାଏ]