ଜିଲାଉଆରି
ଦେଖଣା
ଜିଲାଉଆରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜିଲାଉଆରି
|
(ଜିଲାବାରି—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଫାରାସୀ - ଜିଲାବାର୍)
[ସମ୍ପାଦନା]- ୧. ଗୋଟିଏ ଗୋଟିଏ ଜିଲାର ଧାରାବିହିକରୂ଼ପେ ଚର୍ଚ୍ଚା କରା ଯାଇଥିବାରୂପେ — ୧. Dealing with each the district in detail.
- ୨. ପ୍ରତି ଜିଲା; ଏକ ଜିଲା ପରେ ଅନ୍ୟ ଜିଲା — ୨. District by district.