ଜିଲାଦାର୍
ଦେଖଣା
ଜିଲାଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଜିଲ୍ଲାଦାର୍—ଅନ୍ୟରୂପ)
(ଜିଲାଦାରୀ—ଜିଲାଦାରର କର୍ମ ବା ଚାକିରି)
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. କେନାଲ୍ ରେଭିନିଉ ବା ସରକାରୀ ଜଳକର ଅସୁଲ କର୍ମଚାରୀ; ତହସିଲଦାର୍ଙ୍କ ଉପରିସ୍ଥ କର୍ମଚାରୀ —୧. Ziladar; the superior officer above the Tahasildar or collecting officer of canal revenue.
- ୨. ସରବରାକାର; ଜମିଦାରଙ୍କ ପକ୍ଷରୁ ମଫସଲର ଖଜଣା ଅସୁଲ କରିବାର ଭାରପ୍ରାପ୍ତ ତହସିଲଦାର ମାନଙ୍କ ଉପରିସ୍ଥ କର୍ମଚାରୀ —୨. The superior officer above a Zamindar's rent-collector.
ବିଶେଷଣ - (ଫା)
[ସମ୍ପାଦନା]- ୧. ଦୀପ୍ତିମାନ୍; ଚକଚକିଆ —୧. Shining.
- ୨. ମସୃଣ ଓ ଚିକ୍କଣ —୨. Smooth; oily.