Jump to content

ଜିଲିବି

ଉଇକିଅଭିଧାନ‌ରୁ

ଜିଲିବି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ସଂସ୍କୃତ - ନାମ—କୁଣ୍ଡଳୀ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଲ୍ଲି= =ତ୍ୱକ୍; କିମ୍ୱା ଝିଲ୍ଲୀ=ପତଳା ପାତିଆ; ତୁଳ . ହିନ୍ଦୀ - ଜିଲାବ୍=ପିଠଉକୁ ଫେଣାଇବା)

[ସମ୍ପାଦନା]

କୁଣ୍ଡାଳାକୃତି ଘୃତପକ୍ୱ ମିଷ୍ଟାନ୍ନବିଶେଷ — A kind of spiral sweetmeat.

[ ଦ୍ର—ବିରି ବଟା ହୋଇ ଫେଣିଆ ହେବା ପରେ ପିଠଉକୁ ଗୋଟିଏ ଛିଦ୍ରଯୁକ୍ତ ଷଢ଼େଇ ବା କନାଦ୍ୱାରା କୁଣ୍ଡାଳାକାର କରି ଫୁଟିଲା ତେଲ ବା ଘିଅରେ ଛା଼ଡ଼ି ଦିଆଯାଏ ତାହା ଘିଅ ବା ତେଲରେ ସିଦ୍ଧ ହୋଇ କୁଣ୍ଡଳାକାର ଫମ୍ପା ଖଣ୍ଡରେ ପରିଣତ ହୁଏ ଗରମ ଥାଉଁ ଥାଉଁ ଉକ୍ତ ଫମ୍ପା ଜିନିସକୁ ଚିନି ବା କନ୍ଦର ଶିରା ମଧ୍ୟରେ ପକାଇ ଦେଲେ ତହିଁ ମଧ୍ୟରେ ଶିରା ପୂର୍ଣ୍ଣ ହୋଇ ଯାଏ; ତାକୁ ଜିଲିବି କହନ୍ତି ଯେଉଁ ପିଷ୍ଟକ ଶିରାରେ ବତୁରା ହୁଏ ନାହିଁ ତାକୁ ଝିଲି କହନ୍ତି]