Jump to content

ଜିହାସୁ

ଉଇକିଅଭିଧାନ‌ରୁ

ଜିହାସୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ହା ଧାତୁ=ତ୍ୟାଗ କରିବା+ଇଚ୍ଛାର୍ଥେ ସନ୍= ଜିହାସ ଧାତୁ+କର୍ତ୍ତୃ. ଉ)

[ସମ୍ପାଦନା]
୧. ତ୍ୟାଗ କରିବାକୁ ଇଚ୍ଛୁକ —୨. Desirous of giving uo or avoiding something.