Jump to content

ଜିହୀର୍ଷା

ଉଇକିଅଭିଧାନ‌ରୁ

ଜିହୀର୍ଷା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ହୃ ଧାତୁ=ହରଣ କରିବା+ଇଚ୍ଛାର୍ଥରେ ସନ୍ =ଜହୀର୍ଷ ଧାତୁ+ଭାବ. ଅ+ଆ)

[ସମ୍ପାଦନା]
୧. ହରଣ କରିବାର ବା ଚୋରି କରିବାର ଇଚ୍ଛା ବା ଅଭିଳାଷ — ୧. A desire to steal or commit theft; stealing propensity.
୨. ମନୁଷ୍ୟ ଚୋରାଇ ନେବାର ଇଚ୍ଛା — ୨. An intention to kidnap or abduct.
୩. କୌଣସି ପଦାର୍ଥ କାଢ଼ି ନେବାର ଇଚ୍ଛା — ୩. Desire for seizing or snatching a thing.