Jump to content

ଜିହ୍ୱ

ଉଇକିଅଭିଧାନ‌ରୁ

ଜିହ୍ୱ

ଉଚ୍ଚାରଣ

[ସମ୍ପାଦନା]
(ଜିହ୍ୱା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଲିହ୍ ଧାତୁ=ଅସ୍ୱାଦନ କରିବା+କରଣେ ବ; ନିପାତନ)

[ସମ୍ପାଦନା]
୧. ଜିଭ; ରସନା; ରସନେନ୍ଦ୍ରିୟ; ଆସ୍ୱାଦନେନ୍ଦ୍ରିୟ —୧. The tongue; the organ of taste.

[ ଦ୍ର—'ହ୍ୱ'ର ଉଚ୍ଚାରଣ କ୍ରମେ କ୍ରେମେ 'ଭ'ରେ ପରିଣତ ହୋଇ ପ୍ରାକୃତିରେ 'ଜିଭ' ହୋଇଅଛି]

୨. ଅଗ୍ନିର ଶିଖା — ୨. The tongue of flame of fire.
୩. ବାକ୍ୟ —୩. Sentence.
୪. ତଗରମୂଳ —୪. The root of Tagara Plant.