Jump to content

ଜିହ୍ୱାଉଲ୍କା

ଉଇକିଅଭିଧାନ‌ରୁ

ଜିହ୍ୱାଉଲ୍କା

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jihwā-ulkā
  • ଆଇ.ପି.ଏ. — ɟˈɔ hɾˌɔʃʃoˈikaɾ hˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ hɾˌɔʃʃoˈu lˈɔ hˈʌlˈʌntɔ kˈɔ ˈakaɾ
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜିହ୍ୱା+ଉଲ୍କା)

[ସମ୍ପାଦନା]

ଅଗ୍ନି ତୁଲ୍ୟ ଜିହ୍ୱା; ଉଲ୍କା ସଦୃଶ ଜିହ୍ୱା —Tongue resembling a shooting star.

ବୁଲାଇ ଜାହ୍ୱାଉଲ୍କା ଦେଖାଇ ରଡ଼ି ଶଙ୍କା ଜନ୍ମାଇ ଗଲେ ବ୍ୟାପି ସେ ଭଞ୍ଜ. ବୈଦେହୀଶବିଳାସ