Jump to content

ଜିହ୍ୱାଗ୍ରବର୍ତ୍ତୀ

ଉଇକିଅଭିଧାନ‌ରୁ

ଜିହ୍ୱାଗ୍ରବର୍ତ୍ତୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jihwāgra-barttīgra-barttī
  • ଆଇ.ପି.ଏ. — ɟˈɔ hɾˌɔʃʃoˈikaɾ hˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ɡˈɔ hˈʌlˈʌntɔ ɾˈɔ bˈɔ ɾˈɔ hˈʌlˈʌntɔ tˈɔ hˈʌlˈʌntɔ tˈɔ dˈiːɾɡʰikˌaɾ

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍ ଓ ଉପପଦ; ଜିହ୍ୱା+ଅଗ୍ରବର୍ତ୍ତା)

[ସମ୍ପାଦନା]
୧. ଯାହା (କଥା ପ୍ରଭୃତି) ମନୁଷ୍ୟର ଜିଭ ଅଗରେ ଥାଏ —୧. Well mastered (subject); committed to memory.
୨. ଯେଉଁ କଥାକୁ ମନୁଷ୍ୟ ବିଚାରିବାମାତ୍ର କହିପାରେ — ୨. Ready to be uttered or expressed in words.