Jump to content

ଜିହ୍ୱାନିର୍ଲେଖନ

ଉଇକିଅଭିଧାନ‌ରୁ

ଜିହ୍ୱାନିର୍ଲେଖନ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jihwā-nirlekhana
  • ଆଇ.ପି.ଏ. — ɟˈɔ hɾˌɔʃʃoˈikaɾ hˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ nˈɔ hɾˌɔʃʃoˈikaɾ ɾˈɔ hˈʌlˈʌntɔ lˈɔ ˈekaɾ kʰˈɔ nˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜିହ୍ୱା+ନିର୍ଲେଖନ)

[ସମ୍ପାଦନା]
୧. ଜିଭ ଛେଲିବା; ଜିଭରୁ ଛତିଆ କାଢ଼ିବା ନିମନ୍ତେ ପାତିଆ ଆଦିଦ୍ୱାରା ଜିଭକୁ ରାମ୍ପିବା — ୧. Scraping of the tongue for cleansing it.
୨. ଜିଭଛେଲା ପାତିଆ —୨. Tongue-scraper.