ଜିହ୍ୱାପ
ଦେଖଣା
ଜିହ୍ୱାପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜିହ୍ୱା+ପା ଧାତୁ=ପିଇବା+କର୍ତ୍ତୃ. ଅ)
[ସମ୍ପାଦନା]ଯେ ଜିଭଦ୍ୱାରା ପାଣି ପିଏ — Drinking water by the tongue only.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୁକୁର —୧. Dog.
- ୨. ବାଘ —୨. Tiger.
- ୩. ବିରାଡ଼ି —୩. Cat.
- ୪. ଭାଲୁ —୪. Bear.
[ ଦ୍ର—ବିରାଡ଼ି କୁକ୍କୁର ଆଦି ଜନ୍ତୁମାନେ ପାଣିରେ ମୁହଁ ଲଗାଇ କରି ପାଣି ପିଅନ୍ତି ନାହିଁ; ଏମାନେ ଚାକୁ ଚାକୁ କରି ଜିଭଦ୍ୱାରା ପାଣି ପିଅନ୍ତି ଏମାନଙ୍କ ଜିଭ ଚାମଚାର କାର୍ଯ୍ୟ କରେ]