ଜିହ୍ୱାମୂଳୀୟ
ଦେଖଣା
ଜିହ୍ୱାମୂଳୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଜିହ୍ୱାମୂଳ+ଭବାର୍ଥେୟ. ଈୟ)
[ସମ୍ପାଦନା]ଜିହ୍ୱାମୂଳରୁ ଉଚ୍ଚାରିତ —Guttural.
ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)
[ସମ୍ପାଦନା]ଜିହ୍ୱାମୂଳରୁ ଉଚ୍ଚାରିତ ବା ଉଚ୍ଛାର୍ଯ୍ୟ ବର୍ଣ୍ଣ — (grammar) Letters or alphabets uttered from the root of the tongue; the gutturals.
[ ଦ୍ର—କ, ଖ, ଗ, ଘ, ଙ, ଋ ଏବଂ /?/ ଏମାନେ ଜିହ୍ୱାମୂଳୀୟ ବର୍ଣ୍ଣ ]