Jump to content

ଜିହ୍ୱାଳ

ଉଇକିଅଭିଧାନ‌ରୁ

ଜିହ୍ୱାଳ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜିହ୍ୱଳ=ପେଟ)

[ସମ୍ପାଦନା]

ଜିହ୍ୱା ବା ଜିଭ ଥିବା; ଜିହ୍ୱା— ଯୁକ୍ତ —Having tongues; tongued.

ଅନଳ ଜିହ୍ୱାଳହୁଳା ବାହାରଇ ଉତ୍ତପ୍ତ ମେଦିନୀ ଅଙ୍ଗେ— ରଧାନାଥ. ଯଯାତି