Jump to content

ଜିହ୍ୱାସ୍ତମ୍ଭ

ଉଇକିଅଭିଧାନ‌ରୁ

ଜିହ୍ୱାସ୍ତମ୍ଭ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Jihwā-stambha
  • ଆଇ.ପି.ଏ. — ɟˈɔ hɾˌɔʃʃoˈikaɾ hˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˌonteʃʃˈɔ hˈʌlˈʌntɔ tˈɔ mˈɔ hˈʌlˈʌntɔ bʰˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜିହ୍ୱା+ସ୍ତମ୍ଭ)

[ସମ୍ପାଦନା]

ଜିଭର ପକ୍ଷାଘାତ ରୋଗ —Paralysis of the tongue.

[ ଦ୍ର—ଏ ରୋଗରେ ମନୁଷ୍ୟର ଜିଭ ଅବଶ ଓ ଅକର୍ମଣ୍ୟ ହେବାରୁ ମନୁଷ୍ୟ କଥା କହିପାରେ ନାହିଁ]