Jump to content

ଜି ହଜୁର !

ଉଇକିଅଭିଧାନ‌ରୁ

ଜି ହଜୁର !

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଜିତ୍+ଆରବୀ - ହୁଜୁର) (ସମ୍ମାନସୁଚକ ବ୍ୟକ୍ତିଙ୍କୁ ଜବାବ ଦେବାରେ ବ୍ୟବହୃତ)

[ସମ୍ପାଦନା]

ହଁ, ମହାଶୟ! —Yes, Your Honor! yes, Your Highness (a term used in responding to one's superior).

[ ଦ୍ର—ରାଜା ଓ ହାକିମମାନଙ୍କୁ ନିମ୍ନବ୍ୟକ୍ତିମାନେ ଡାକର ଉତ୍ତର ଦେବାବେଳେ, କୌଣସି ବିଷୟରେ ସମ୍ମତି ଜ୍ଞାପନ କରିବା ବେଳେ ଏ ଶବ୍ଦଦ୍ୱୟ ବ୍ୟବହାର କରନ୍ତି ଉର୍ଦ୍ଦ ଜୀ ଶବ୍ଦ ସଂସ୍କୃତ - ଜିତ୍ =ଜୟୀ କିମ୍ୱା ସଂସ୍କୃତ - ଜୀବର ଅପଭ୍ରଂଶ ଓ ଆରବୀ - ହୁଜୂର ଶବ୍ଦ ଓଡ଼ିଆ 'ଛାମୁ' ଶବ୍ଦ ପରି ବଡ଼ଲୋକଙ୍କ ସାମୀପ୍ୟ ବା ସାମ୍ମୁଖ୍ୟବାଚକ; ଜି ହଜୁର ଏହି ପଦର ଅର୍ଥ ହଁ, ମହାଶୟ ! ]