Jump to content

ଜି (ଧାତୁ)

ଉଇକିଅଭିଧାନ‌ରୁ

ଜି (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଜାଣିବା; ଜୟକରିବା — ୧. To overcome; to win; to conquer
୨. ଅନ୍ୟକୁ ଯୁଦ୍ଧାଦିରେ ପରାଜିତ କରିବା — ୨. To defeat; to vanquish;to subdue.
୩. ବଶ କରିବା; ନିୟନ୍ତ୍ରିତ କରିବା —୩. To curb;to restrain;to bring under control.
୪. ଅପରାଧୀ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେବା — ୪. to convict and accused.
୫. ଅନ୍ୟକୁ ବଳିଯିବା — ୫. To surpass;to excel.