Jump to content

ଜୀଆଁଇ ରଖିବା

ଉଇକିଅଭିଧାନ‌ରୁ

ଜୀଆଁଇ ରଖିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମାଛ ଆଦି ପାଳି ଜୀଅନ୍ତା ରଖିବା — To keep an animal alive.

(ଯଥା—ଦରକାରବେଳେ ମାଛ ଧରା ଯିବା ପାଇଁ ଲୋକେ ବଡ଼ ଚଉବଚ୍ଚାରେ ଗୁଡ଼ିଏ ମାଛ ଜିଆଁଇ ରଖନ୍ତି)