ଜୀଇ ଉଠିବା
(ମୃତ ବ୍ୟକ୍ତି ବା ବସ୍ତୁ) ସଜୀବ ହେବା — To revive; to be restored to life.
ମତ୍ୟୁସଞ୍ଜିବନୀ କର୍ଣ୍ଣରେ କହିଲେ ଜୀଇ ଉଠିଲା କୁମରମଣି ସେ କୁମର—ପ୍ରାଚୀ, ପ୍ରତାପ ଶଶିସେଣା