Jump to content

ଜୀତକାମୀ

ଉଇକିଅଭିଧାନ‌ରୁ

ଜୀତକାମୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜିତଗାମୀ)

[ସମ୍ପାଦନା]

ଜୟାଭିଳାଷୀ — Desirous of gaining victory.

ପାଣ୍ଡବେ ଆଗୁଁ ଜୀତଗାମୀ ହୋଇଥିଲେ ଶଲ୍ୟଙ୍କର ଦେହକୁ ନାରାଜ ବିନ୍ଧିଲେ କୃଷ୍ଣସିଂହ. ମହାଭାରତ. ଶଲ୍ୟ