Jump to content

ଜୀବଂଜୀବ

ଉଇକିଅଭିଧାନ‌ରୁ

ଜୀବଂଜୀବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜୀବ=ଜୀବନକାଳ+ଜୀବ୍ ଧାତୁ=ବଞ୍ଚିବା=କର୍ତ୍ତୃ. ଅ)

[ସମ୍ପାଦନା]

ଯେ ଦୀର୍ଘକାଳ, ବଞ୍ଚେ, ଚକୋରପକ୍ଷୀ — The Himalaya patridge; francoline patridge.