ଜୀବତି
ଦେଖଣା
ଜୀବତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଜୀବିତ)
[ସମ୍ପାଦନା]ଜୀବନ — Life.
ଝୁରି ଝୁରି ତନୁ ଝଡ଼ି ଯାଇଅଛି କେବଳ ରହିଛି ଜୀବତି— ପ୍ରାଚୀ ରହସ୍ୟମଞ୍ଜରୀ
ସଂସ୍କୃତ - କ୍ରି. (ସଂସ୍କୃତ - ଜୀବ୍ ଧାତୁ ବର୍ତ୍ତମାନକାଳ ସଂସ୍କୃତ - ପ୍ରଥମ ପୁରୁଷ ଏକବଚନ)
[ସମ୍ପାଦନା](ସେ) ବଞ୍ଚେ; ଜୀବିତ ରହେ — (he) Lives.
ତୋ ପୂର୍ବ ରତି ସୁମରି ଜୀବିତ ସଖୀୟେ—ପ୍ରାଚୀ ରସବାରିଧି