Jump to content

ଜୀବତୋକା

ଉଇକିଅଭିଧାନ‌ରୁ

ଜୀବତୋକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି, ଜୀବ=ଜୀବିତ+ତୋକ= ଅପତ୍ୟ+ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ସନ୍ତାନମାନେ ଜୀବିତ ଅଛନ୍ତି A woman whose children are living.