ଜୀବତ୍
ବଞ୍ଚିଥିବା; ଜୀଅନ୍ତା — Living; alive.
[ଦ୍ରଷ୍ଟବ୍ୟ —ଏହାର ସ୍ୱତନ୍ତ୍ର ବ୍ୟବହାର ନାହିଁ ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ ଯଥା—ଜୀବତ୍ପିତୃକ, ଜୀବନ୍ମାତୃକ, ଜୀବତ୍— ସ୍ୱାମିକା]