ଜୀବତ୍ପିତୃକ
ଦେଖଣା
ଜୀବତ୍ପିତୃକ
ଉଚ୍ଚାରଣ
[ସମ୍ପାଦନା](ଜୀବତ୍ପିତୃକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଜୀବତ୍+ପିତୃ; କ ଆଗମ)
[ସମ୍ପାଦନା]ଯାହାଙ୍କର ପିତା ବିଦ୍ୟାମାନ ଅଛନ୍ତି —Having one's father still living.
[ଦ୍ରଷ୍ଟବ୍ୟ —ଜୀବତ୍ପିତକ ବ୍ୟକ୍ତିଙ୍କ ପକ୍ଷରେ ଅମାସ୍ନାନ, ଗୟାଶ୍ରାଦ୍ଧ, ଦକ୍ଷିଣମୁଖ ଭୋଜନ, ଶିଶୁ ମୁଣ୍ଡନ ନିଷିଦ୍ଧ ନିରଗ୍ନ ଜୀବତ୍ପିତକ ବ୍ରାହ୍ମଣ ବୃଦ୍ଧିସ୍ରାଦ୍ଧ ଛଡ଼ା ଅନ୍ୟ ଶ୍ରାଦ୍ଧ କରିବାର ଅଧିକରୀ ନୁହନ୍ତି ସାଗ୍ନିକ ଜୀବତ୍ପି ତୃକ ବ୍ରାହ୍ମଣ ସବୁ ଶ୍ରାଦ୍ଧ କରି ପାରିବେ— ହିନ୍ଦୀ - ଶବ୍ଦସାଗର]