ଜୀବଦ
ଦେଖଣା
ଜୀବଦ
ଉଚ୍ଚାରଣ
[ସମ୍ପାଦନା](ଜୀବଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଜୀବ+ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେ ପ୍ରାଣ ଦାନ କରେ ଜୀବ ବଞ୍ଚାଏ; ଜୀବ— ଦାତା; ପ୍ରାଣଦାତା —One who breathes life into another; one who saves another; life-giver; preserver of life; vivifier.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବୈଦ୍ୟ; ଚିକିତ୍ସିତ —୧. A physician.
- ୨. ଜୀବକ ନାମକ ଗୁଳ୍ମ (ହିନ୍ଦୀ - ଶବ୍ଦସାଗର) — ୨. A rare medicinal plant.
- ୩. ଜୀବନ୍ତୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Jībantī (See)
- ୪. (ଜୀବ+ଦୋ ଧାତୁ ଛେଦନ କରିବା+କର୍ତ୍ତୃ. ଅ)— ଶତ୍ରୁ —୪. Enemy.