Jump to content

ଜୀବଧନ

ଉଇକିଅଭିଧାନ‌ରୁ

ଜୀବଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୂପକ ଧର୍ମ; ଜୀବ=ଜୀବିତ ପ୍ରାଣୀ+ଧନ)

[ସମ୍ପାଦନା]
୧. ଧନ ବା ସମ୍ପତ୍ତିରୂପେ କୌଣସି ବ୍ୟକ୍ତିର ଥିବା ଗୋମେଷାଦି ପ୍ରାଣୀ —୧. Livestock; weath consisting of living animals.
୨. (୬ଷ୍ଠୀ ତତ୍) ପ୍ରାଣଧନ; ଆପଣା ପ୍ରାଣର ସଙ୍ଖାଳି; ପ୍ରିୟତମ ବ୍ୟକ୍ତି —୨. One's dearest person.

ଜୀବନେ ଅଛି ବାଳା ତୋ ଜୀବଧନ ରାଧାନାଥ. ମେଘଦୁତ