Jump to content

ଜୀବନଚରିତ

ଉଇକିଅଭିଧାନ‌ରୁ

ଜୀବନଚରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବନ+ଚରିତ)

[ସମ୍ପାଦନା]
୧. କୌଣସି ବ୍ୟକ୍ତିର ଜୀବିତକାଳରେ ଘଟିବା ବିଷୟମାନଙ୍କ ବିବରଣ ବା ବର୍ଣ୍ଣନା —୨. Description. of the events of the life of a person.
୨. କୌଣସି ବ୍ୟକ୍ତିଙ୍କର ଜୀବିତ କାଳର ଘଟନାର ବିବରଣ— ସମ୍ୱଳିତ ଗ୍ରନ୍ଥ —୨. Biography; a book describing the life and acts of a person.