Jump to content

ଜୀବନାନ୍ତ

ଉଇକିଅଭିଧାନ‌ରୁ

ଜୀବନାନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବନ+ଅନ୍ତ)

[ସମ୍ପାଦନା]
୧. ମୁତ୍ୟୁ — ୧. Death; the end of life.
୨. ଜୀବିତକାଳର ଶେଷ — ୨. End of one's lifetime.