Jump to content

ଜୀବନାବାସ

ଉଇକିଅଭିଧାନ‌ରୁ

ଜୀବନାବାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ଜୀବନ=ଜଳ+ଆବାସ)— ବରୁଣ ଦେବତା —୧. Baruna; the God of water.
୨. (୬ଷ୍ଠୀ ତତ୍; ଜୀବନ=ପ୍ରାଣ+ଆବାସ)—ଦେହ; ଶରୀର —୨. The body.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଜଳରେ ବାସକାରୀ — Living in water.