Jump to content

ଜୀବନାଶ

ଉଇକିଅଭିଧାନ‌ରୁ

ଜୀବନାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜୀବନ+ଅଶ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଅ)

[ସମ୍ପାଦନା]

ସାଂଘାତିକ; ପ୍ରାଣନାଶକ; ପ୍ରାଣଘାତୀ — Destructive of life; fatal; mortal.

=== ସଂସ୍କୃତ - ବିଶେଷ୍ୟ - (ଜୀବ+ନାଶ)

ମୃତ୍ୱୁ; ପ୍ରାଣନାଶ —Death.