Jump to content

ଜୀବନାଶା

ଉଇକିଅଭିଧାନ‌ରୁ

ଜୀବନାଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବନ+ଆଶା)

[ସମ୍ପାଦନା]

ବଞ୍ଚିବାର ଆଶା — Hope of life.

ଜୀବନାଶା ଟଳି ଯାଉଅଛି କଳି ପାରୁ ନାହଁ ମୁଁ ମୋ ହୃଦନ୍ତର କବିସୂର୍ଯ୍ୟ. କିଶୋରୀଚମ୍ପୁ ଜ ଗୀତ