ଜୀବନୀୟ
ଦେଖଣା
ଜୀବନୀୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ -(ଜୀବନ+ପ୍ରୟୋଜନାର୍ଥେ. ଈୟ)
[ସମ୍ପାଦନା]- ୧. ଯାହା ପ୍ରାଣଧାରଣ ନିମନ୍ତେ ପ୍ରୟୋଜନୀୟ —୧. Necessary for life.
- ୨. ଆୟୁର୍ବୃଦ୍ଧିକର —୨. Conducive to longevity.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆଯୁଷ୍କର ଉପାୟ —୧. A thing conducing longevity.
- ୨. ପ୍ରାଣଧାରଣାର୍ଥ ଆବଶ୍ୟକୀୟ ପଦାର୍ଥଚୟ — ୨. Necessaries of life.
(ଯଥା—ଖାଦ୍ୟ ସାମଗ୍ରୀ)