Jump to content

ଜୀବନୀୟଗଣ

ଉଇକିଅଭିଧାନ‌ରୁ

ଜୀବନୀୟଗଣ

ଉଚ୍ଚାରଣ

[ସମ୍ପାଦନା]

(ଜୀବନୀୟବର୍ଗ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବୈଦ୍ୟଶାସ୍ତ୍ର ଅନୁସାରେ କେତେଗୋଟି ବଳ— କାରକ ମହୌଷଧି —A group of strength-giving herbs.

(ଯଥା—ଜୀବନ୍ତୀ, କାଙ୍କୋଳୀ, ମେଦା, ମୁଗ୍ଧପର୍ଣ୍ଣୀ, ମାଷପର୍ଣ୍ଣୀ, ଜୀବକ, ଋଷଭକ ଓ ମଧୂକଛ ମତାନ୍ତରରେ ଜୀବକ, ଋଷଭକ, ମେଦା, ମହାମେଦା, କାଙ୍କୋଳୀ, କ୍ଷୀରକାଙ୍କଳୀ, ରୁଦ୍ଧି ଓ ବୃଦ୍ଧି ଜୀବନୀୟଗଣକୁ ଅଷ୍ଟବର୍ଗ ମଧ୍ୟ ବୋଲାଯାଏ )