Jump to content

ଜୀବନ୍ତ

ଉଇକିଅଭିଧାନ‌ରୁ

ଜୀବନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜୀବତ୍)

[ସମ୍ପାଦନା]
୧. ଜୀଇଁଥିବା; ଜିଅନ୍ତା — ୧. Living; existing.
୨. ବଞ୍ଚିଥିବା; ସଜୀବ —୨. Alive.

କ୍ରି. ବିଂ

[ସମ୍ପାଦନା]

ସଜୀବ ଅବସ୍ଥାରେ —While still alive.

ଶିଶୁ ସଙ୍ଗେ, ମା ଗୋ! ଏହି ରୂପେ ମୋର ଜୀବନ୍ତେ ହେଲା ସମାଧି— ରାଧାନାଥ. ପାର୍ବତୀ