ଜୀବନ୍ତି
(ସେମାନେ) ଜୀବର ଧାରଣ କରନ୍ତି, ବୀ ଜୀଅଁନ୍ତି —(they)Do live or exist.
ଦେବଙ୍କ ଆୟୁଷ ପ୍ରମାଣେ ଜୀବନ୍ତି ତହିଁ ପ୍ରାଣୀମାନେ—ଜଗନ୍ନାଥ. ଭାଗବତ