ଜୀବନ୍ତୀ
ଦେଖଣା
ଜୀବନ୍ତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜୀବନ୍ତୀ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଶାକଲତାବିଶେଷ — ୧. A kind of creeping herb; Celtis Orientalis.
[ ଦ୍ର—ଏହାର ପତ୍ର ଔଷଧରେ ଲାଗେ; ଏଥିର ଡାଙ୍ଗରୁ ଦୁଧପରି ରସ ବାହାରେ ଫଳ ପେନ୍ଥା ପେନ୍ଥା ହୁଏ ଏହା ୩ ପ୍ରକାର, ବୃହଜ୍ଜୀବନ୍ତୀ, ପୀତଜୀବନ୍ତୀ ଓ ତିକ୍ତଜୀବନ୍ତୀ ଏହା ରକ୍ତପିତ୍ତ, ବାତ, କ୍ଷୟ, ଦାହ, ଜ୍ୱର ଓ ତ୍ରିଦେଷ ନାଶ କରେ, ବୀର୍ଯ୍ୟ ବୃଦ୍ଧି କରେ, ଚକ୍ଷୁର ହିତ କରେ, ଭୁତ ବିଦ୍ରାବଣ କରେ, ରସ ବନ୍ଧନ କରେ, ସ୍ୱରଶୁଦ୍ଧି ଓ ବଳବୃଦ୍ଧି କରେ, ପ୍ରମେହ, ଚକ୍ଷୁ ଓ ପାଦର ଜ୍ୱାଳା, କୃମି ଓ କୁଷ୍ଠ ନିବାରଣ କରେ; ଏଥିର ମୂଳ ଓ ପତ୍ରର ବିଭିନ୍ନ ପ୍ରୟୋଗଦ୍ୱାରା ବହୁମୁତ୍ର, ମେହ, କାସ, ଶ୍ୱାସ, ଶୁକ୍ର—ଦୌର୍ବଲ୍ୟ, ରାତ୍ରାନ୍ଧତା, ବିଷ— ଦୋଷ ଓ ମୁଖରୋଗ ଆରୋଗ୍ୟ ହୁଏ
- ୨. ଏକପ୍ରକାର ଲତା (ଏଥିର ଫୁଲରେ ମକରନ୍ଦ ଥାଏ) (ହିନ୍ଦୀ - ଶବ୍ଦସାଗର) —୨. A kind of creeper with flowers coataining honey.
- ୩. ଗୁଜରାଟ ଅଞ୍ଚଳରେ ଜାତ ଏକପ୍ରକାର ହଳଦିଆ ହରିଡ଼ା — ୩. A kind of yellow myrobalan found in Gujerat.
- ୪. ଜୀବନ୍ତିକା (ଦେଖ) - — ୪. Jībantikā (See)