Jump to content

ଜୀବନ୍ମୁକ୍ତ

ଉଇକିଅଭିଧାନ‌ରୁ

ଜୀବନ୍ମୁକ୍ତ

ଉଚ୍ଚାରଣ

[ସମ୍ପାଦନା]
(ଜୀବନ୍ମୁକ୍ତା—ସ୍ତ୍ରୀ) 

(ଜୀବନ୍ମୁକ୍ତି—ବି)

ସଂସ୍କୃତ - ବିଶେଷଣ - ପୁଂ. (ଜୀବତ୍+ମୁକ୍ତ; କର୍ମଧା)

[ସମ୍ପାଦନା]

ଜୀବଦ୍ଦଶାରେ ମୋକ୍ଷପ୍ରାପ୍ତ; ଆତ୍ମତତ୍ତ୍ୱଜ୍ଞ; ସଂସାରରେ ଥାଇ ମଧ୍ୟ ନିର୍ବିକାର ଓ ନିର୍ଲିପ୍ତ —Liberated while still living; (a person) who has been assured of salvation while yet alive.

[ ଦ୍ର—ବେଦାନ୍ତସାର ମତରେ ଯେଉଁ ବ୍ୟକ୍ତି ଅଖଣ୍ଡଚୈତନ୍ୟ— ସ୍ୱରୂପ ବ୍ରହ୍ମଙ୍କ ଜ୍ଞାନଦ୍ୱାରା ଅଜ୍ଞାନ ନାଶ କରି ଅତ୍ମାରୂପେ ଅକଣ୍ଡ ବ୍ରହ୍ମଙ୍କ

ସାକ୍ଷାତ୍କାର କରିଅଛି ଓ ଯେ ଅଜ୍ଞାନ ଏବଂ ଅଜ୍ଞାନର କାର୍ଯ୍ୟ ପାପ, ପୁଣ୍ୟ ଏବଂ ସଂସୟ, ଭ୍ରମଆଦିର ବନ୍ଧନରୁ ମୁକ୍ତ ହୋଇଅଛି ସେ ଜୀବନ୍ମୁକ୍ତ ହିନ୍ଦୀ - ଶବ୍ଦସାଗର ]