ଜୀବନ୍ମୁକ୍ତି
ଦେଖଣା
ଜୀବନ୍ମୁକ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଜୀବତ୍+ମୁକ୍ତି; ୭ମୀ ତତ୍)
[ସମ୍ପାଦନା]ତତ୍ତ୍ୱଜ୍ଞାନ ହେତୁରୁ ଜୀବଦ୍ଦଶାରେ ସଂସାରର ମାୟାବନ୍ଧନରୁ ପରିତ୍ରାଣ— ଲାଭ; ସଂସାରରେ ଥାଇ ନିର୍ବିକାର ଓ ନିର୍ଲିପ୍ତ ଭାବ; ସଂସାରର ମାୟାପାଶ ଛେଦନ —୧. Freedom from the bonds of the world of wordly ties.
- ୨. ତପସ୍ୟାଦିଦ୍ୱାରା ମୃତ୍ୟୁ ପରେ ସଂସାରରେ ପୂନର୍ଜନ୍ମ ଲଭିବା ବିଷୟରେ ନିଶ୍ଚିନ୍ତତା —୨. Freedom from future birth earned by austerities while yet living.