Jump to content

ଜୀବନ୍ମୃତ

ଉଇକିଅଭିଧାନ‌ରୁ

ଜୀବନ୍ମୃତ

ଉଚ୍ଚାରଣ

[ସମ୍ପାଦନା]
(ଜୀବନ୍ମୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜୀବତ୍+ମୃତ; ଜୀବିତାବସ୍ଥାରେ ମୃତ)

[ସମ୍ପାଦନା]

ଜୀବଦ୍ଦଶାରେ ମୃତକଳ୍ପ; ଯେ ପ୍ରାଣ ଥାଇ ଥାଉଁ ମରିବା ପରି ଥାଏ; ବଞ୍ଚି କରି ମରିବା ପ୍ରାୟ; ଜୀଇଁ ଥାଉଁ ଥାଉଁ ମରିବା ପରି; ମଲା ପରି; ମୃତ— ପ୍ରାୟ —Dead in spite of life; dead while living; dead as its were; half-dead.

ଜୟୀ ହୋଇ ଆମ୍ଭେ ତହିଁ ହେଲୁଁ ଜୀବନ୍ମୁକ୍ତ ରାଧାନାଥ. ମହାଯାତ୍ରା

[ ଦ୍ର—ଯେଉଁ ବ୍ୟକ୍ତି ଆପଣାର କର୍ତ୍ତବ୍ୟବିମୁଖ ଓ ଅକର୍ମଣ୍ୟ, ଯେ ଅତି ଦୁଃଖରେ ନିଜର ଭରଣପୋଷଣ ଓ ଜୀବନଯାପନ କରେ ଓ ଯେଉଁ ବ୍ୟକ୍ତି ଅତିଥିସତ୍କାର ନ କରେ ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ସେ ଜୀବନ୍ମୃତ ହି ଶବ୍ଦସାଗର ]