ଜୀବନ୍ୟାସ
ଦେଖଣା
ଜୀବନ୍ୟାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ ଜୀବ+ନ୍ୟାସ)
[ସମ୍ପାଦନା]- ୧. ଦେହରେ ପ୍ରାଣ ପ୍ରତିଷ୍ଠା —୧. Revival of life.
- ୨. ମୃତ ବା ନିର୍ଜୀବ ଦେହରେ ପ୍ରାଣ ଦେବା — ୨. Breathing of life into the dead or inanimate.
ନିର୍ଜୀବ କାଷ୍ଠ ପିତୁଳୀ ଜୀବନ୍ୟାସ ହେବ, ନିଃଶଦ୍ଦ ଶଦ୍ଦ ଭେଦିଲେ ବଚନ କହିବ ପ୍ରାଚୀ; ବ୍ରହ୍ମନିରୂପଣ ଗୀତା
- ୩. ମଲାଜୀବକୁ ବଞ୍ଚାଇବା — ୩. Restoration to life.
- ୪. ଦେବତା ଆଦିଙ୍କ ପ୍ରତିମାରେ ମନ୍ତ୍ରାଦିଦ୍ୱାରା କାଳ୍ପନିକ ପ୍ରାଣ ପ୍ରିତିଷ୍ଠିତ କରାଇବା —୪. Giving of life to an idol; animating an image by means of mantras.
- ୫. ପ୍ରାଣପ୍ରତିଷ୍ଠାର ମନ୍ତ୍ର —୫. The esoteric formulas used in consecrating an image.