Jump to content

ଜୀବବଧ

ଉଇକିଅଭିଧାନ‌ରୁ

ଜୀବବଧ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ବଧ)

[ସମ୍ପାଦନା]
୧. ପ୍ରାଣିହତ୍ୟା; ପ୍ରାଣୀକୁ ମାରି ପକାଇବା —୧. Taking of life; killing of animals.
୨. ପ୍ରାଣିହତ୍ୟାଜନିତ ପାପ ବା ଅପରାଧ — ୨. The sin or offence of killing an animal.