Jump to content

ଜୀବବନ୍ଧୁ

ଉଇକିଅଭିଧାନ‌ରୁ

ଜୀବବନ୍ଧୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜୀବ+ବନ୍ଧ)

[ସମ୍ପାଦନା]
୧. ପ୍ରାଣବନ୍ଧୁ; ଜୀବନସଙ୍ଗୀ —୧. Life-mate; one's dearest person.

ଜୀବବନ୍ଧୁ ବୋଲୁ ବୋଲୁ ଜୀବ ଜୀବବଧ ପୁରକୁ କି ଯିବ—ଭଞ୍ଜ. ପ୍ରେମସୁଧାନିଧି

୨. ବନ୍ଧୁକ; ବଧୁଲି ଫୁଲ (ଦେଖ) - ୨. Badhuli (See)