ଜୀବବୃତ୍ତି
ଦେଖଣା
ଜୀବବୃତ୍ତି
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ -
- ୧. (ଜୀବର ବୃତ୍ତି; ୬ଷ୍ଠୀ ତତ୍)— ଜୀବ ଦେହରେ ଥିବା ସ୍ୱାଭାବିକ ଗୁଣମାନ — ୧. The natural attributes of living being
- ୨. (ଜୀବ ପାଳନରୂପେ ବୃତ୍ତି; କର୍ମଧା) ଗୋମେଷାଦି ପଶୁ ଓ ପକ୍ଷିପାଳନ ବ୍ୟବସାୟ —୨. Profession of rearing and selling animals (e.g. beasts, birds); animals breeding.